Nishi Bijane Bhabe Maney
Nishi Bijane Bhabe Maney
Mun Kahinki Jiinchi Kemiti Jiinchi Tuma Bine
Tum Bine || 0 ||
Mohari Asha Haye Helani Mora
Jana Bi Padilani Apana Para
Dheura Sathe Kheli Rahili Kule
Sagar Rahigala Aneka Dure
Sei Sapne Khoje Maney...
Mun Kahaku Jinichi Kahathu Harichi Abhimane...
Aimane... || 1 ||
Se Thila Eka Mora Ashara Asha
Prathama Pranyara Prathama Bhasha
Ki Lava Dosha Dei Kahaku Ebe
Luhaku Kehi Bujhaye Kebe...
Ei Nayane Rahe Jane...
Mun
Ja Laagi Maruchi...
Niti Ye Jhuruchi...
Rati Dine
Rati Dine.... || 2 ||
ନିଶି ବିଜନେ ଭାବେ ମନେ
ନିଶି ବିଜନେ ଭାବେ ମନେ
ମୁଁ କାହିଁକି ଜୀଇଁଛି କେମିତି ଜୀଇଁଛି ତୁମ ବିନେ
ତୁମ ବିନେ || ୦ ||
ମୋହରି ଆଶା ହାଏ ହେଲାନି ମୋର
ଜଣା ବି ପଡ଼ିଲାନି ଆପଣା ପର
ଢେଉର ସାଥେ ଖେଳି ରହିଲି କୂଳେ
ସାଗର ରହିଗଲା ଅନେକ ଦୂରେ
ସେଇ ସପନେ ଖୋଜେ ମନେ...
ମୁଁ କାହାକୁ ଜିଣିଛି କାହାଠୁ ହାରିଛି ଅଭିମାନେ...
ଅଈମାନେ... || ୧ ||
ସେ ଥିଲା ଏକ ମୋର ଅଶାର ଆଶା
ପ୍ରଥମ ପ୍ରଣୟର ପ୍ରଥମ ଭାଷା
କି ଲାଭ ଦୋଷ ଦେଇ କାହାକୁ ଏବେ
ଲୁହକୁ କେହି ବୁଝାଏ କେବେ...
ଏଇ ନୟନେ ରହେ ଜଣେ... ମୁଁ
ଯା ଲାଗି ମରୁଛି... ନିତି ଯେ ଝୁରୁଛି...
ରାତି ଦିନେ
ରାତି ଦିନେ.... || ୨ ||